2

. 2

कुतस्त्वा कश्मलमिदं विषमे समुपस्थितम् ।
अनार्य जुष्टम् सर्व मयमकीतिरकरमजुरन ।।

0
0

श्रीः कृष्णः स्वयं अवतारी परमपुरुषः पुरूषोत्तमः। अतः भगवान् निति सोऽपयरत उपदेटषृ। एतत् तु कथ्यते,- उत्पत्तिः च विनाशं च भूतानां अग्निं गतिः। वेत्ति विद्य।मविदयां च सः वाच्यं भगवानिति।। श्रीः कृष्णः एतेषां सर्वेषां गुणानां अधिकारी। अतः स्वयं एव भगवान्। भगवान् अर्जुनां कथयति,-हे अर्जुन! त्वं खयरतीयवंशजः। अतः स्मर प्र।ङगणे इदं कश्मलं त्वयिं न शोभते।खयरतीय। युद्धं खयरते इत्थं कापुरुषो चितः व्यवहारः न प्रदर्शयति।शरासनः त्यक्त्वा। मोहग्रस्तम् न भवन्ति।अनेन तेषांसस्वर्गमागय निरोधः भवति। इयं तु अतः अनार्य प्रवृत्तिः।सा प्रवृत्तिः कथं त्वं यदि समुपस्थिताः?दुभयागयमेतत्। त्वं वाण्यां श्रम धर्मः त्यजसि?तंतु न कर्त्तव्याम्।खयतरीयाणां कृते इयं तु पापकारिणी प्रवृत्तिः।अनेन ते केवलं निन्दा सुलभा जायते। मोक्षलायः कदापि न भविष्यति। अतः कापुरुषतां मोहं च विहाय युधि प्रवृत्तिः भव। इत्थं अर्जुन श्रीकृष्णः युद्धाय प्रवर्तयते।

गोपीनाथ महापातर

ଅଜୁର୍ନ ଯୁଦ୍ଧ ମୁଣିରେ ନିଜର ପିତାମହ,ଗୁରୁ,ମାତୁଳ ଓ ଭ୍ରାତୃଵଗରକୁ ମାରିବାରୁ ବିରତ ହୋଇ ଧନୁଶର ତ୍ୟାଗ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇ କହିଲେ,-"ହେ ଅଜୁର୍ନ!ତୁମେ ଖୟତରୀୟ ବଂଶରେ ଜନ୍ମ!ଆଯୟଧମର ମତରେ ଖୟତରୀୟର କର୍ତ୍ତବ୍ୟ ହେଉଛି, ଯୁଦ୍ଧ ଭୂମିରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ ସଂହାର କରିବା। ମାତ୍ର ତମେ ଯେଉଁ ପଳାୟନ ପନ୍ଥୀ ହେଉଛି,ଏହା ଖୟତର ଧର୍ମର ବିରୁଦ୍ଧାଚରଣ ଅଟେ। ଏହା ତୁମକୁ କେବେ ସ୍ଵର୍ଗ ପ୍ରାପ୍ତି ଆଣି ଦେବ ନାହିଁ। ବରଂ ତୁମକୁ ଏ ଅନାର୍ଯ୍ୟ ଆଚରଣ ପାଇଁ ସେମାନେ ନିନ୍ଦା କରିବେ। ନିଜ ଧର୍ମର କର୍ତ୍ତବ୍ୟ ଭୁଲି,ବଣୟାଶରମ ଧମକୁ ତ୍ୟାଗ କରି ସନ୍ୟାସ ନେଲେ ତୁମେ କେବେ ଯୋଗ୍ୟ ଲାଭ କରିପାରିବେ ନାହିଁ। ତେଣୁ ଏ ଅବାଞ୍ଛିତ ମୋହ କାହିଁକି?ଚିରନିନଦିତ ନହୋଇ ଯୁଦ୍ଧରେ ଦୁଷ୍ଟନାଶ କରି ଚିରବନଦିତ ହୁଅ।ଏହାତ ତୁମର କୈଳିକ କର୍ମ। ଧର୍ମ ତ୍ୟାଗ ହେଉଛି ମହା ପାପ। ସ୍ଵର୍ଧମେ ନିଧନମ୍ ଶ୍ରେୟ:ପରଧର୍ମୋ ଭୟାବହ।।

ଗୋପୀନାଥ ମହାପାତ୍ର

The adorable lord said- O'Arjun why this dejection,purely non-Aryan in nature,that obstructs the heavenly path,over powered you in this perilous situation;which is out and out disgraceful.

Share this Shlok
Share on facebook
Share on twitter
Share on linkedin
Share on whatsapp
Share on telegram

Trending Shloka

Latest Shloka in our Sangrah